Monday 29 November 2021

Some of  you must heard about love
Some of you must read about love
Manzoor Dil is the best reference 
The best what a true love can have

Sunday 28 November 2021

ସେଠି ଏବେ ପଡ଼ିଥିବ ଖରା

 ଆମେ  ଭାରତର ଅଧିବାସୀ 

ଏବେ ଆମ ଆକାଶରେ ତାରା

ତୁମେ ଆମେରିକା  ଅଧିବାସୀ 

ସେଠି ଏବେ ପଡ଼ିଥିବ ଖରା




Saturday 27 November 2021

If it is hometown

 If it is hometown

Whether mine or your

Always memorable

It's beautiful and pure




If it happens in this journey

Wish you are standing  in front 

In  one the very fine morning

Wish you would be happy 

If it happens in this journey




ମୁଁ ଗୋଟେ କାଚ ଗିଲାସ

ହାତରୁ ପଡେ ମୁଁ ଖସି 

ଜାଗିଲେ ପାଇବା ଆଶା 

ମୁଁ ଗୋଟେ କାଚ ଗିଲାସ

ନ ଛାଡି ପରେ ଏ ନିଶା 








Thursday 25 November 2021

Wednesday 24 November 2021

ପଥର ମୂର୍ତ୍ତି ଶୁଣୁ ବା ନ ଶୁଣୁ

 ଦିଅଁ ଦେବତାକୁ  ନ ଡର ପଛେ 

ଅଧର୍ମ ଅସତ୍ୟକୁ କର ଭୟ 

ପଥର ମୂର୍ତ୍ତି ଶୁଣୁ ବା ନ ଶୁଣୁ 

ସର୍ବଦା ସତ୍ୟର ହୁଏ ଜୟ





Tuesday 23 November 2021

Saturday 20 November 2021

Arudeep has two ingredients

Arudeep has two ingredients

One musician and one singer

Whoever have tasted once

All of them  became younger 







 

Wednesday 17 November 2021

ମମତାରେ ପଡି ଯେ ପଥ ନ ଯାଏ ହୁଡ଼ି

 କ୍ଷମତା ପାଇଲେ ଯିଏ ନ ଛାଡେ ରଡି 

ମମତାରେ ପଡି ଯେ ପଥ ନ ଯାଏ ହୁଡ଼ି 

ସେହି ତ ଜୀବନ ଡଙ୍ଗାର   ନାଉରି 

ଆସୁ,ଆସୁ ପଛେ ମହା ବିପଦ ମାଡି 






Tuesday 16 November 2021

ଭାଷାରେ ନ ହୁଏ ବୋଲି

 ଛୁଆକୁ ମାଆ କହେନି କେବେ 

ମୁଁ ତୋତେ ଭଲ ପାଏ ବୋଲି 

ଦୁଇ ହୃଦୟର ଯେଉଁ ବନ୍ଧନ 

ଭାଷାରେ ନ ହୁଏ ବୋଲି 




Whomsoever it concerns

 Whomsoever it concerns 

 Arudeep is more than friends

In one word it is "हमेशा"

Until this  journey ends 




  



Monday 15 November 2021

ଯିଏ ହୃଦୟକୁ ନାଚିବାରୁ ପାରେ ରୋକି

 ବହେ ଯେବେ କେବେ ମୃଦ୍ୟୁ ପବନ 

ସତ କଥା କେହି ତ ପାରେନା ଦେଖି

କିନ୍ତୁ ଏମିତି ଗୋଟେ ବି ପତର ନାହିଁ 

ଯିଏ ହୃଦୟକୁ ନାଚିବାରୁ ପାରେ ରୋକି 






I love to salute off my hat

When your eyes are closed

You voice can find my heart

O melody queen Arudeep 

I love to salute off my hat 









Sunday 14 November 2021

କଣ ଅବୁଝା ଏ ଛୋଟ କଥାଟିଏ

 ଗଳିକନ୍ଦି ଖୋଜି ହାଲିଆ ହେଲିଣି 

ନ ପାଇଲି ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ 

କେବଳ ଗଛ ନୁହେଁ ମୁଁ ଜୀବନ 

କଣ ଅବୁଝା ଏ ଛୋଟ କଥାଟିଏ 




First India loved Arudeep

Yesterday India loved Arudeep Today the English is loving too When the world would fall in love OMG! Arudeep how do you do!





People have hunger

Arudeep is younger

Is a real singer

Once the duet is over 

People have hunger  




Saturday 13 November 2021

ସଂଗୀତ ପଡେ ଝରି

 ମନଟି  ଯଦି ନିର୍ମଳ 

ଝରଣାର ଜଳ ପରି 

ଚାଲି ବି ଯାଉଥିଲେ 

ସଂଗୀତ ପଡେ ଝରି 






ମନକୁ ହୃଦୟରେ ରଖିଥିଲି

 ଚୋରିକୁ ରୋକିବା ଲାଗି

ଦୂଆରେ ପକେଇଲି ତାଲା

ମନକୁ ହୃଦୟରେ ରଖିଥିଲି 

ଭଲା କେମିତି ଚୋରି ହେଲା 





Friday 12 November 2021

Let almighty keep your path always lighted

 What we  dream and what is real

The bridge of life has two poles 

When you would be able to cross

Never forget to give me a call 



 

ତ୍ୟାଗର ମହିମା

ଗଗନ ତେଜି ଜଳଦ

ନିଜେ ପାଲଟଇ ବୃଷ୍ଟି  

ଦୁଇ ଖଣ୍ଡ ହେଲେ ମା 

ସନ୍ତାନର ହୁଏ ସୃଷ୍ଟି 




Thursday 11 November 2021

As if my love is ringing

Every time I see you Arudeep 

Every time I listen you singing 

I urge the song shouldnis 't end 

As if my own love is ringing 

Wednesday 10 November 2021

“Ozymandias”

 କହୁଛ କି ଭର୍ତ୍ସନା ଆଉ ଅହଂକାର ଗାଥା 

ତତକ୍ଷଣାତ ଶୂନ୍ୟରେ ଯାଇଥିଲା  ମିଶି

ରତ୍ନ ସିଂହାସନ ଉପରେ ଉଇ ଚଢ଼ିଗଲା 

ରାଜ୍ୟ ପାଚେରୀ ମାଟିରେ ଗଲା ମିଶି






Tuesday 9 November 2021

Is a pack of stress reliever

All the  broken hearts heal 

All the atheists becomes believer 

Arudeep is the God of music

Is a pack of stress reliever 





 





 


My faith was still smiling at me

Questions and answers were lost 

When everything became silence

My faith was still smiling at me 

Because I was that  reference  




Sunday 7 November 2021

ଜୀବନର ବାସ୍ତବତା ପୁରା ଭୁଲାଏ ସେ କନିଆଁ ଥିଲା ନା ବର

 ରଙ୍ଗ ମଞ୍ଚରେ ଅଭିନୟ ଶେଷ ହେଲେ 

କଳାକାରମାନେ ବାହୁଡ଼ି ଯାନ୍ତି ନିଜ ଘର 

ତେଲଲୁଣର ସଂସାର ଜୀବନର ବାସ୍ତବତା

ପୁରା ଭୁଲାଏ ସେ କନିଆଁ ଥିଲା ନା ବର




Ignoring the time on the watch

A true love comes close

When life gives a twist

Ignoring the time on the watch

Which is on their own wrist









Awarded for their size

Those who got selected 

Awarded for their size

Those who failed this time

Surely ,there is scope to rise 









Expect the least

Deserve the most

Expecting the least

Is the rule of nature

This is life in gist 





Some of the couples are so kind

 Inside all the big big parks 

There are places which are dark

Some of the couples are so kind 

Lighted the places with  love mark 




Walk it with bit a far

Whatever you believe 

Walk it with bit a far

You would meet the truth

Time will open the door 




Time will share

Whatever is true 

Time will share 

If from the heart 

Will reach everywhere 



  



Chase the dream

Sunset to sunset 

There is a sunrise

Chase the dream

There would a prize






Saturday 6 November 2021

For anything and everything

 Intervention in cardiology

Has shifted to a metal age

For anything and everything

We have a metal cage

Friday 5 November 2021

Thursday 4 November 2021

Wednesday 3 November 2021

ହାରିକି ବି ଜଣେ ଜିତି ଯାଏ

 ପ୍ରତିଯୋଗୀତାଟେ ହେଲେ 

ହାର ବା ଜିତିବାରେ ସରେ 

ହାରିକି ବି ଜଣେ ଜିତି ଯାଏ   

ଯେ ହୃଦୟ ଚୋରି କରେ  






ଦୀପାବଳି 2021

 ସହର ଗୋଟେ କଂକ୍ରିଟ ବଣ 

ଦୀପାବଳିରେ ଫୁଟିବ ବାଣ

ଏମିତି ଗରମରେ ରହି ହେଉନି  

ଈମାଇରେ ଗୋଟେ ଏସି କିଣ 




ଗରିବର ବି ମନ ଅଛି

 କାନ୍ଥରେ ବି କାନ ଅଛି 

ଗରିବର ବି  ମନ ଅଛି

ଯିଏ ସର୍ବଦା ଶାନ୍ତ ରହେ 

ପାଖରେ ତା ବି  ଧନ ଅଛି 




What is management quota

 ଯାହା ପାଖରେ ଟଙ୍କା ଅଛି 

ଆସ ନିଅରେ  ଉପାଧି 

ଏ ମୋ ଦେଶ ସମ୍ବିଧାନ 

ବଞ୍ଚି ଥାଉ ଥାଉ ସମାଧି 





Tuesday 2 November 2021

ଅରୁଦୀପର ପ୍ରେମର କଥା

 ଅରୁଦୀପର ପ୍ରେମର କଥା

ପ୍ରେମ ନୁହେଁ ଅମର  ଗାଥା

ଅତିବ ଦୁର୍ଲଭ ଅତି ପବିତ୍ର 

ସମ୍ମାନରେ ନଇଁଯାଏ ମଥା