କହୁଛ କି ଭର୍ତ୍ସନା ଆଉ ଅହଂକାର ଗାଥା
ତତକ୍ଷଣାତ ଶୂନ୍ୟରେ ଯାଇଥିଲା ମିଶି
ରତ୍ନ ସିଂହାସନ ଉପରେ ଉଇ ଚଢ଼ିଗଲା
ରାଜ୍ୟ ପାଚେରୀ ମାଟିରେ ଗଲା ମିଶି
No comments:
Post a Comment