ରଙ୍ଗ ମଞ୍ଚରେ ଅଭିନୟ ଶେଷ ହେଲେ
କଳାକାରମାନେ ବାହୁଡ଼ି ଯାନ୍ତି ନିଜ ଘର
ତେଲଲୁଣର ସଂସାର ଜୀବନର ବାସ୍ତବତା
ପୁରା ଭୁଲାଏ ସେ କନିଆଁ ଥିଲା ନା ବର
No comments:
Post a Comment