A flower with 4 petals
Wednesday, 24 November 2021
ପଥର ମୂର୍ତ୍ତି ଶୁଣୁ ବା ନ ଶୁଣୁ
ଦିଅଁ ଦେବତାକୁ ନ ଡର ପଛେ
ଅଧର୍ମ ଅସତ୍ୟକୁ କର ଭୟ
ପଥର ମୂର୍ତ୍ତି ଶୁଣୁ ବା ନ ଶୁଣୁ
ସର୍ବଦା ସତ୍ୟର ହୁଏ ଜୟ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment