ଗଳିକନ୍ଦି ଖୋଜି ହାଲିଆ ହେଲିଣି
ନ ପାଇଲି ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ
କେବଳ ଗଛ ନୁହେଁ ମୁଁ ଜୀବନ
କଣ ଅବୁଝା ଏ ଛୋଟ କଥାଟିଏ
No comments:
Post a Comment