କ୍ଷମତା ପାଇଲେ ଯିଏ ନ ଛାଡେ ରଡି
ମମତାରେ ପଡି ଯେ ପଥ ନ ଯାଏ ହୁଡ଼ି
ସେହି ତ ଜୀବନ ଡଙ୍ଗାର ନାଉରି
ଆସୁ,ଆସୁ ପଛେ ମହା ବିପଦ ମାଡି
No comments:
Post a Comment