Friday 31 March 2017

ରୂପଠୁ ସୁନ୍ଦର ମନ

ରୂପଠୁ ସୁନ୍ଦର ମନ
ମନଠୁଁ ସୁନ୍ଦର ଵିଵେକ
ମନ କି ଵିଵେକ ଯାହାର ନାହିଁ
ସେତ ଚର୍ମରେ କବକ(ଜାଦୁ)

No comments:

Post a Comment