Monday 3 September 2018

କହିଲେ କହ ଭଲ କହିଲେ କର ବ୍ଯଙ୍ଗ ତୋ କଥା ସବୁ ସହି ଯିବି ତୁ ପରା ମୋର ସାଙ୍ଗ

କହିଲେ କହ ଭଲ
କହିଲେ କର ବ୍ଯଙ୍ଗ
ତୋ କଥା ସବୁ ସହି ଯିବି
ତୁ ପରା ମୋର ସାଙ୍ଗ

No comments:

Post a Comment