Saturday 13 October 2018

ବକୁଳ ବନରେ ଉଦଘାଟନୀ ସମାରୋହ

ବକୁଳ ବନରେ ଉଦଘାଟନୀ ସମାରୋହ ଚାଲିଥାଏ.ହଠାତ୍ ମଞ୍ଚରୁ ବିଦୁତ୍ ଚାଲିଗଲା.ଚାରିଆଡେେ ଅନ୍ଧାର ଆଉ ଅନ୍ଧାର. ଗୋପବନ୍ଧୁଙ୍କ ଆତ୍ମା ମଞ୍ଚାସୀନ ନବୀନର ପାଖ ହେଲା .ଦୁୁହିଁଙ୍କ ମଧ୍ଯରେ କଥା ହେବାର ଶୁଣାଗଲା-
ଗୋପବନ୍ଧୁ-ନବୀନବାବୁ ଧନ୍ଯବାଦ୍
ନବୀନ-ଜୁୁହାର ଜୁୁହାର
ଗୋପବନ୍ଧୁ-ଓଡିିଆ ବର୍ଣ୍ଣମାଳା ଗୁଡିକ କହିଲୁ
ନବୀନ-ଜାଣେନି ଆଜ୍ଞା
ଗୋପବନ୍ଧୁ-ଓଡିଆ ନଜାଣି ତୁ ବିଶ୍ବବିଦ୍ଯ଼ାଳଯ଼ କଲୁ କିନ୍ତୁ ଓଡିଆ ଲୋକ ଗୁଡାକ କୁଆଡେ ଗଲେ ଅଶୀବର୍ଷ ହେଲାଣି.
ନବୀନ-ଧନ୍ଯବାଦ

No comments:

Post a Comment