Friday 28 December 2018

କଟକରେ ଯେତେ ଗଳି

କଟକରେ ଯେତେ ଗଳି
ଆକାଶରେ ଯେତେ ତାରା
ଯିଏ ସେ ପାରିଵ ଗଣି
ମଣିଷ ମଧ୍ଯରେ ହୀରା





No comments:

Post a Comment