Tuesday 14 May 2019

ଫନି ରେ ଫନି ତୋତେ ଦେଖି ଲୋକ ହୋଇଲେ ତୁନି

ଫନି ରେ ଫନି
ତୋତେ ଦେଖି ଲୋକ ହୋଇଲେ ତୁନି
ଥୋକେ ହେଲେ ସର୍ବସାନ୍ତ
ଥୋକେ ଭାବୁଛନ୍ତି ହୋଇବେ ଧନୀ

No comments:

Post a Comment