Wednesday 19 June 2019

ଯେତେ ବେଶି କ୍ଷମତା ସେତେ ବେଶି ଚାମଚା

ଯେତେ ବେଶି କ୍ଷମତା
ସେତେ ବେଶି ଚାମଚା
ଗାଦିରୁ ପଡିଲେ ଖସି
ନରହିବ କାହା ଗାମୁଛା

No comments:

Post a Comment