Sunday 14 July 2019

ମଦ ବିକିଲେ ପୁରସ୍କାର ମିଳୁଛି
ଯଦି ଶୁଣିଥାନ୍ତେ ଗାନ୍ଧୀ
ଆଖି ଥାଇ ଅନ୍ଧ ହୋଇ ଥାନ୍ତେ
ମରି ଥାନ୍ତେ କାନ୍ଦି କାନ୍ଦି

No comments:

Post a Comment