Saturday 7 September 2019

 ସିଲଟ ଖଡ଼ି ଧରି ପାଠ ପଢୁ ଥିଲେ
 ମୂର୍ଖ ଥିଲେ  ଆମ  ପୂର୍ବଜ
 ଆମ ଛୁଆ  ଜନ୍ମରୁ  ମୋବାଇଲ
କଣ ହେବ ତାଙ୍କର ବହି କାଗଜ
ପୂର୍ବଜ ଖାଉଥିଲେ କଦଳୀ ପତ୍ରରେ 
ଅଇଁଠା ପତ୍ର ଖାଉ ଥିଲେ  ଗାଈ
ମିଆଁ ଖାଇଗଲେ ଗାଈ ଗୋରୁ
ଆମେ ପ୍ଲାଷ୍ଟିକ ବିନା ନପାରୁ ରହି
ପୂର୍ବଜ ଖୋଳିଥିଲେ ଚୁଆ ପୋଖରୀ
ଆମେ ପୋତିଛୁ ତାକୁ ଜରିରେ
ଇଏ ଆମର ସ୍ୱଚ୍ଛ ଭାରତ 
ପୂର୍ବଜ  ହେବେକି  ସରିରେ 




 

 

No comments:

Post a Comment