Saturday 11 January 2020

କାଠ ପଚାରିଲା  କୁରାଢ଼ିକୁ
ତୁ ମୋତେ କାହିଁକି କାଟୁଛୁ
କୁରାଢ଼ି କହିଲା ଭାଇକି ପଚାରେ
ଯଦି ଆଖି ଥାଇ ଅନ୍ଧ ହେଇଛୁ 

No comments:

Post a Comment