Saturday 23 May 2020

Direction of human civilisation

ବିଦ୍ୟାଳୟରେ ତାଲା
ଶିକ୍ଷା ଦୀକ୍ଷା ସବୁ ଗଲା
ମନ୍ଦିରୁ ନ ଶୁଭେ ଘଣ୍ଟ
ଦୁଆରେ ମଦ ଵାଲା--1
ଯାହାର ଅଧିକ ଭୋଟ
ସିଏ ଆମ ସରକାର
ସରକ୍ଷଣ ହିଁ ଯୋଗ୍ୟତା
ପଢ଼ା କି ଦରକାର--2
ଯିବାନି ବଣିଜ କରି
କରୋନା ଯିବ ନେଇ 
ନରେଗା ଦବ କାମ 

ଗାଁରେ ପିଇବା ଭାଇ--3
ଖାଇବା ରହିବା ଚିକିତ୍ସା
ସବୁ ଭାଇ ମାଗଣା
ଅମର ହେବା ସର୍ବେ
ଛୁଟି ନେଲେଣି ଶାଗୁଣା--4






No comments:

Post a Comment