Friday 3 March 2023

ଝାଡୁ କରି କରି ମୁଁ ତ ଥକିଯାଏ

ଝାଡୁ କରି କରି ମୁଁ ତ ଥକିଯାଏ ତୋର ଦାଣ୍ଡ ହୁଏ ଏତେ ଅଳିଆ ବଂଶୀ ଥୋଇ ସହାୟ ହୁଅ ହେ ଆଉ ମୁଁ ଏକା ନ ପାରେ କାଳିଆ

No comments:

Post a Comment