Saturday 4 November 2023

ସୁଧୀର ସୁଶୀତଳ ସମୀର ସ୍ପର୍ଶରେ ପଦ୍ମ

ସୁଧୀର ସୁଶୀତଳ ସମୀର ସ୍ପର୍ଶରେ ପଦ୍ମ ଅସ୍ଥିରେ ଯେହ୍ନେ ଝୁଲେ ଏଣେ ତେଣେ ତହୁଁ ମଧୁର ତୋର ଚାଲି ହେ ଗୋବିନ୍ଦ ମନ ଭ୍ରମର ଥରେ ଛୁଇଁବ ରୁହ କ୍ଷଣେ

No comments:

Post a Comment