Monday, 2 March 2026

ନବଧା ଭକ୍ତି ପୂର୍ଣ୍ଣ ବ୍ରହ୍ମାନନ୍ଦା ମାଆ ମହାଲକ୍ଷ୍ମୀ

ନବଧା ଭକ୍ତି ପୂର୍ଣ୍ଣ ବ୍ରହ୍ମାନନ୍ଦା ମାଆ ମହାଲକ୍ଷ୍ମୀ ତୁ ଜନନୀ ଭଗିନୀ ଧର୍ମ ପତ୍ନୀ ଦୁହିତା ଚତୃର୍ଦ୍ଧା ଗରୁଡ ପୃଷ୍ଠରୁ ଚାହିଁଲି ଆତ୍ମା କମଳ ନୟନେ ନ ଡାକି ପାଶକୁ ଠକିଦେଲେ କହି ଗଢାଅଧା

No comments:

Post a Comment