Sunday, 1 March 2026

ଖୁଆ ଦଉଡ଼ିରେ ସ୍ୱୟଂ ବାନ୍ଧି ହେଲ ହେ ଶ୍ରୀପତି

ଖୁଆ ଦଉଡ଼ିରେ ସ୍ୱୟଂ ବାନ୍ଧି ହେଲ ହେ ଶ୍ରୀପତି ଶୁଦ୍ର କୈବର୍ତ୍ତ୍ୟକୁ ବଢ଼ାଇ ଦେଲ ଅଭୟ ପୟର ଗୀତଗୋବିନ୍ଦ ଲେଖନୀ ମୁନରେ ଅମୃତର ଝର ଠୋପାଟେ ପାଇବାକୁ ଝୁରି ମରେ ମୁହିଁ ପାମର

No comments:

Post a Comment