Monday, 2 March 2026

ତୁମର ନାମ ଏତେ ମଧୁର ହେ ଶ୍ରୀରାଧା ଚିତ୍ତ ଚୋର

ତୁମର ନାମ ଏତେ ମଧୁର ହେ ଶ୍ରୀରାଧା ଚିତ୍ତ ଚୋର ତୁଣ୍ଡରେ ଦେଲେ ତୁଛ ଲାଗେ ଧର୍ମ କାମ ଅର୍ଥ ମୋକ୍ଷ ତୁମର ଚକାଡୋଳାରେ ଏତେ ଆକର୍ଷଣ ହେ ବ୍ରହ୍ମଦାରୁ ଛନ୍ଦା ଚରଣ ଲଭିଲେ ପ୍ରାଣ ବିକନ୍ତି ହେ ପୁଣ୍ଡରୀକାକ୍ଷ

No comments:

Post a Comment