Monday, 2 March 2026

ଜଳନ୍ତା ଅଗ୍ନୀଠାରୁ ଆହୁରି ଶୁଦ୍ଧ ଥିଲା ଏହି ତନୁ

ଜଳନ୍ତା ଅଗ୍ନୀଠାରୁ ଆହୁରି ଶୁଦ୍ଧ ଥିଲା ଏହି ତନୁ ତ୍ରିଗୁଣ ସ୍ପର୍ଶରେ ଆସି ସଦା ଇଛିଲା ମାୟା ସଙ୍ଗ ହୃଦୟ ପଦ୍ମେ ଆସନ ସକଳ ଜ୍ଞାତ ଚକାଡୋଳା ଛନ୍ଦା ଚରଣରୁ କିମ୍ପା ବଞ୍ଚିତ କଲ ହେ ଶ୍ରୀରଙ୍ଗ

No comments:

Post a Comment