Sunday, 1 March 2026

ହରିନାମ ସଂକୀର୍ତ୍ତନରେ ନାଚି ନାଚି ଥକି ପଡିଲେ

ହରିନାମ ସଂକୀର୍ତ୍ତନରେ ନାଚି ନାଚି ଥକି ପଡିଲେ ଅତି ଗାଢ଼ ଯୋଗ ନିଦ୍ରା ଯାଉଛ ଅନନ୍ତ ଶୟନରେ ଥରୁଟେ ବୁଝିବାକୁ ଚାହିଁଛକି ଏହି ପତିତ ହୃଦୟକୁ ହେ ବ୍ରହ୍ମଦାରୁ କିବା ନ ଦେଖ ଅପଲକ ନୟନରେ

No comments:

Post a Comment