Friday 23 November 2018

ନୋଟରେ ଲଗେଇ ନିଆଁ ଲୁଚେଇ ଟାଣିଲି ବିଡି

ନୋଟରେ ଲଗେଇ ନିଆଁ
ଲୁଚେଇ ଟାଣିଲି ବିଡି
ସନ୍ଧ୍ଯ଼ା ହେଲେ ଶ୍ବାସ  ରୁନ୍ଧେ
ପାଚିଲା ବେଳକୁ ଦାଢି





No comments:

Post a Comment