Thursday 8 November 2018

ଶିଷ୍ଯ ନହୋଇଣ ହୁଏଯେ ଗୁରୁ

ଶିଷ୍ଯ ନହୋଇଣ ହୁଏଯେ ଗୁରୁ
ମଣିଷ ନୁହେଁ ସେ ବିଛୁଆତି
ପଚାରି ବୁଝୁନ ତାଙ୍କ ଚେଲାଙ୍କୁ
କୁଣ୍ଡେଇ ହେଉଥିବେ ଦିନରାତି




No comments:

Post a Comment