Thursday 17 January 2019

ମୁଁ ତୁମେ ଆଉ ସିଏ ସଵୁ ରକ୍ତ ମାଉଁସରେ ଗଢା

ମୁଁ ତୁମେ ଆଉ ସିଏ
ସଵୁ ରକ୍ତ ମାଉଁସରେ ଗଢା
ଦିନରେ  ଭାତ ରାତିକୁ  ରୋଟି
ମଲାପରେ ସବୁ ମଢା





No comments:

Post a Comment