Wednesday 2 October 2019

ସରଳ ହେଲେ ଟିକେ ଅଡୁଆ 
ସତଟା ଜଳଜଳ  ଦିଶେ 
କପଟୀ  ଯାନ୍ତି  ଦୁରେଇ
ନିର୍ମାୟା ପାଖକୁ ଆସେ 

No comments:

Post a Comment