Monday 28 October 2019

ଗର୍ବ ଅହଂକାର ଲୋଭକୁ ଧରି
ଯାଇଥିଲି  ଭାଇ  ବିଦେଶ କରି
ଲାଭ ମୂଳ ସବୁ ଚୁଲିକି ଗଲା
ଫେରୁଛି  ଉତ୍ତମ ମଧ୍ୟମ ଧରି

No comments:

Post a Comment