Tuesday 12 November 2019

ଝଡି  ଗଲା ବଢି ଗଲା
ନଥିଲା ତୁମ ଦେଖା
ଫସଲ ଅମଳ ବେଳକୁ
ତୁମେ ଦେଖାଉଛ ଅଖା 

No comments:

Post a Comment