Sunday 10 November 2019

ରାତିଏ  ଫୁଟେ  ଗଙ୍ଗଶିଉଳି
ମହକାଏ ସାରା ଅଗଣା
ମଣିଷର ଥାଇ ବୁଦ୍ଧି ବିବେକ
ସବୁ ଦାବିକରେ ମାଗଣା

No comments:

Post a Comment