Saturday 14 March 2020

ବନ୍ଧୁ ଜଣଙ୍କୁ ଭେଟିବା ପରେ
ଆଗେ ବଖାଣିଲେ ତାଙ୍କ ଦୁଃଖ 
ଭେଟିବା ସମୟ ସରିଯାଇଥିଲା
ଖୋଲିବା ଆଗରୁ ମୋ ମୁଖ 

No comments:

Post a Comment