Wednesday 29 April 2020

ଶଙ୍ଖ  ଦିଶେ ଗେଣ୍ଡା ଭଳି
ଆଙ୍ଗୁଠି ବି ଛୁଏଁ ଆକାଶ
କ୍ଷମତାରେ ହେଲେ ଅନ୍ଧ
ଏ ଲକ୍ଷଣ ପାଏ ପ୍ରକାଶ

No comments:

Post a Comment