Thursday 11 June 2020

ରାବଣ ହରି ଜାନକୀ ଛଳେ
ନିଜ ମରଣ ଆଣିଲା ଡାକି
ଯେଡ଼େ ଅପରାଧ ତେଡ଼େ ଶାସ୍ତି
ଇତିହାସ ତାର ନିଜେ ସାକ୍ଷୀ

No comments:

Post a Comment