Tuesday 23 June 2020

ମୁଁ ଗୋଟିଏ ଗାଈ
ରହିବାକୁ ନାହିଁ ଚାଳିଆ
ମଣିଷ ଖାଏ ଦହି ପନିର
ମୁଁ ଖାଏ ଜରି ଅଳିଆ





No comments:

Post a Comment