ଅଭିମାନ ଛାଡି ଯେବେ ହେଲା ସୁନାପିଲା
ଆସନ୍ତା କାଲିର ବି ଭାଳେଣି ନ ଥିଲା
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ
ହେଜିବା ଭଜିବା ଡେରି ହୋଇଗଲା
No comments:
Post a Comment