ବିଦାୟ ବେଳରେ ନିଶ୍ଚେ ଲାଗିବ ଗହଳି
କିଏ ଦେବ ଫୁଲମାଳ କିଏ ଦେବ କାଳି
ଧର୍ମରୁ ଅଧର୍ମ ଯଦି ଭାରି ପଡୁଥିବ
ଯମଦୂତେ ବସିବେ ପଥକୁ ଓଗାଳି
No comments:
Post a Comment