ଅରୁଦୀପରେ ଜଣେ ଅତିପ୍ରିୟ ରାଜା ଥିଲେ
ଗାଇ ବଜେଇ ଲୋକଙ୍କ ମନ ନେଉଥିଲେ କିଣି
ତାଙ୍କ ରାଣୀଙ୍କ କଣ୍ଠ ଏତେ ମଧୁର ଥିଲା ଯେ
ପ୍ରଜା ଶ୍ରଦ୍ଧାରେ ଡାକୁଥିଲେ ସାତସ୍ଵରର ରାଣୀ
No comments:
Post a Comment