ବାଦଲ ଫାଙ୍କରେ ସୂର୍ଯ୍ୟ ହସୁଥାଏ
ଡେମ୍ଫରୁ ଅଲଗା ଫୁଲ ଵାସୁଥାଏ
ତୁମ ସହ ସେ କେତେଟା ମୁହୂର୍ତ୍ତ
ମନେ ପଡିଲେ ଲୁଚାଇ ହସୁଥାଏ
No comments:
Post a Comment