Tuesday 1 November 2022

ଦୟାଳୁ ଶ୍ରୀହରି

ଖୁଆଇ ଶୁଆଇ ଏ ଅଖିଳ ଜଗତ ଜଗି ବସୁ ନ ବୁଜି ତୁ ଆଖି ପତା ଅବତାର ରୂପେ ବିଗିଡା ସଜାଡୁ ବ୍ରହ୍ମଦାରୁ ସର୍ବ ଜୀଵ ମାତା ପିତା

No comments:

Post a Comment