Wednesday 2 November 2022

ଦର୍ଶନ ସ୍ପର୍ଶନ ଶ୍ରବଣ ଅଗୋଚର

ଦର୍ଶନ ସ୍ପର୍ଶନ ଶ୍ରବଣ ଅଗୋଚର ମନ ବୁଦ୍ଧି ଚିନ୍ତାର ନୁହେଁ ବିଚାର ଅପଲକ ନୟନ କୃପା କଲ୍ପଵୃକ୍ଷ ଭୁଞ୍ଜି ବଞ୍ଚେ ଭାବ ଭକ୍ତି ଆଚାର

No comments:

Post a Comment