Friday 2 December 2022

ପ୍ରଭୁ ହେ ତୁମେ ସଂସାରୀ ନା ବୈରାଗୀ

ପ୍ରଭୁ ହେ ତୁମେ ସଂସାରୀ ନା ବୈରାଗୀ ମୋତେ ତ ବଡ଼ ଦ୍ୱନ୍ଦ୍ୱରେ ପକାଇ ଦେଲ ପ୍ରଭୁ ଶ୍ରୀକ୍ଷେତ୍ରରେ ସଭିଏଁ ପ୍ରାସାଦ କିଣନ୍ତି ସପରିବାର କାହିଁକି ମନ୍ଦିରେ ବାଛି ନେଲ

No comments:

Post a Comment