Monday 5 December 2022

ଆହାଃ କେଡେ କଠୋର ଶ୍ରୀହରି ହିଆ

ଆହାଃ କେଡେ କଠୋର ଶ୍ରୀହରି ହିଆ ଖାଇ ହସିଲା ଶ୍ରୀବତ୍ସ ବ୍ରାହ୍ମଣ ଗୋଇଠା ଆହାଃ କେଡେ କୋମଳ ଲୋ ତା ମନ ଖାଇ ଲୋ ଖୁସିହେଲା ଶବରୀ ଅଇଁଠା

No comments:

Post a Comment