Friday 2 December 2022

ବିଛଣା ମୁଣ୍ଡରେ ତକିଆ ନାହିଁ ଲୋ ବୋଉ

ବିଛଣା ମୁଣ୍ଡରେ ତକିଆ ନାହିଁ ଲୋ ବୋଉ ଆଜି ତକିଆ ଉପରେ ନାହିଁ ଭଙ୍ଗା ଚାଦର ତୋ ସବୁ ସ୍ନେହକୁ ଝୁରି ଝୁରି ଲୋ ବୋଉ ଏ ସ୍ନେହ କାଙ୍ଗାଳ ପାଲଟି ଯାଇଛି ମୁର୍ଦ୍ଦାର

No comments:

Post a Comment