Monday 5 June 2023

ଅଧରେ କେ ଦେଲା ବଇଁଶୀ

ମୋହନ ବଇଁଶୀ ଦେଲା କିଏ ଅଧରେ କେକୀପୂଛ କେ ଖୋସିଲା ତୋ ଶିରେ ହେ ଗୋବିନ୍ଦ ଦେଖି ଏ ମୋହନ ରୂପ ଆଖି ଭରେ ମନ ଝୁରେ ପାପୀ ତରେ

No comments:

Post a Comment