Friday 2 June 2023

କେତେ ବଡ଼ ଆଶା ଟିକି ଟିକି ଡେଣା

କେତେ ବଡ଼ ଆଶା ଟିକି ଟିକି ଡେଣା କୁଟା କାଠିର ବସା ସଜାଡ଼େ ଚଢେଇ ପୁଣି ତା ଘରକୁ ଆସୁଛି କୁନି କୁଣିଆ ଧନ୍ୟ ତୋ ଲୀଳା ସଂସାର ବଢ଼େଇ

No comments:

Post a Comment