Sunday 4 June 2023

ମୁଁ ଭାବି ଆସିଥିଲି କେତେ କଣ ମାଗିବି

ମୁଁ ଭାବି ଆସିଥିଲି କେତେ କଣ ମାଗିବି ସେ ସବୁ କିଛି ଭୁଲିଗଲି ହେ ଆଖଣ୍ଡଳ ହେ ସର୍ବ ଦୁଃଖ ହରା ରାଧା ଚିତ୍ତ ଚୋରା ହରି ହେ ଆହାଃ କି ପ୍ରଶାନ୍ତ ମୁଖ ମଣ୍ଡଳ

No comments:

Post a Comment