Friday 1 December 2023

ଥିଲେ ଥାଉ ସୃଷ୍ଟିରେ ରଜ ସତ୍ଵ ତମ

ଥିଲେ ଥାଉ ସୃଷ୍ଟିରେ ରଜ ସତ୍ଵ ତମ ନାଭି କମଳରେ ଥାଉ ସୃଷ୍ଟି ସ୍ଥିତି ଲୟ ନିଳାଚକ୍ରରେ ଉଡୁଥାଉ ପତିତପାବନ କାନକୁ ଶୁଭୁଥାଉ ଜୟ ଜଗନ୍ନାଥ ଜୟ

No comments:

Post a Comment