Monday 11 December 2023

ନୀଳକନ୍ଦରରେ ବିରାଜେ ରତନ ବେଦି

ନୀଳକନ୍ଦରରେ ବିରାଜେ ରତନ ବେଦି ପାଶେ ପାଶେ ବଳିଆ ସୁଭଦ୍ରା କାଳିଆ ଆତ୍ମା କହେ ଫାଙ୍କରେ ଗୁଞ୍ଜି ହେବାକୁ ମୋର ଦେହ ମନ ବାକ୍ୟରେ ଅଳିଆ

No comments:

Post a Comment