Sunday 3 December 2023

ତୁହିଁ ହରି ଗୋରା କୁମ୍ଭାରର ଦୁଇ ହସ୍ତ

ତୁହିଁ ହରି ଗୋରା କୁମ୍ଭାରର ଦୁଇ ହସ୍ତ ତୁହିଁ ହରି ଅନ୍ଧ ସୁରଦାସର ଆଶା ଯଷ୍ଟି ତୁହିଁ ହରି ଵିଵସ୍ତ୍ର ପାଞ୍ଚାଳୀର ଅଙ୍ଗ ବସ୍ତ୍ର ତୁହିଁ ହରି ଚନ୍ଦ୍ର ସୂର୍ଯ୍ୟର କୃପାପୂର୍ଣ ଦୃଷ୍ଟି

No comments:

Post a Comment