Monday 11 January 2021

କାଲି କରୁଥିଲି ନିନ୍ଦା ପ୍ରଶଂସା କରୁଛି ଆଜି

 କାଲି କରୁଥିଲି ନିନ୍ଦା ତୁମକୁ 

ତୁମକୁ ପ୍ରଶଂସା କରୁଛି ଆଜି 

ସ୍ୱାର୍ଥ ସାଧନ ଲକ୍ଷ ମୋହର

ସ୍ୱାଭିମାନ ଗଲେ ଯାଉ ହଜି 

No comments:

Post a Comment